ବାଲେଶ୍ୱରରୁ ବ୍ରାଉନସୁଗାର ଜବତ: ୨ ମହିଳା ଗିରଫ ଜିଲ୍ଲା By Nitidin On Nov 17, 2020 Share ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲାର ଅରଡ଼ ବଜାରସ୍ଥିତ ୨ଟି ପୃଥକ ଘଟଣାରେ ସହଦେବ ଖୁଣ୍ଟା ପୁଲିସ ୮୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଆଉ ୨ଜଣ ମହିଳାଙ୍କୁ ଗିରଫ କରିବାରେ ସଫଳହୋଇଥିବା ଜଣାପଡ଼ିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ସାଢ଼େ ୮ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। Share