Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜଳଭଣ୍ଡାରରେ ଡଙ୍ଗାବୁଡି ତିନି ନିଖୋଜ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜଳଭଣ୍ଡାରରେ ଡଙ୍ଗାବୁଡି ତିନି ନିଖୋଜ

କୋରାପୁଟ, ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ଜଲ୍ଲାଜଲ୍ଲାପୁଟ ଜଳଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ତିନି ଜଣ ନିଖୋଜ ହୋଇଛନ୍ତି। ପାଡୁଆ ଗ୍ରାମର ୫ ଯୁବକ ଏକ ମାଛଧରା ଡଙ୍ଗାରେ ଜଳଭଣ୍ଡାର ଦେଇ ରାମତା ଗ୍ରାମକୁ ଯାଉଥିଲେ । ଜଳ ଭଣ୍ଡାର ମଝିରେ ଡାଙ୍ଗଟି ବୁଡିଯାଇଥିଲା । ସେମାନଙ୍କ ମଧ୍ୟରୁ ମୋନଜ ହନ୍ତାଳ ଏବଂ ଅଭୟ ହନ୍ତାଳ ପହଁରି ପହଁରି କୁଳକୁ ଫେରି ଆସିଥିବା ବେଳେ ତିନିଜଣ ସାଙ୍ଗ ବୁଡି ନିଖୋଜ ହୋଇଯାଇଥିଲେ। ନିଖୋଜ ତିନି ଜଣ ପ୍ରଶାନ୍ତ ଖରା ,ମୋନୋଜ ହନ୍ତାଳ ଏବଂ ଚିତ୍ତ ଖିଲ ବୋଲି ଜଣାପଡ଼ିଛି। ଘଟଣା ରବିବାର ଠାରୁ ଘଟିଥିଲେ ମଧ୍ୟ କାହାରିକୁ ଏହି ଦୁଇ ସାଙ୍ଗ ଜଣାଇନଥିଲେ

ସୂଚନା ଯୋଗ୍ୟ, ଉକ୍ତ ତିନିଜଣ ଘରକୁ ଫେରିନଥିବାରୁ ଗତକାଲି ପରିବାର ବର୍ଗ ମନୋଜ ଓ ଅଭୟଙ୍କୁ ପଚାରଉଚାର କରିବାପରେ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ପଡୁଆ ପୁଲିସ କୁ ଖବର ଦେବାପରେ ଗତକାଲି ରାତି ୮ ଟରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି ଓଡ୍ରାଫ ଟିମ ଆସି ଜଳଭଣ୍ଡାରରେ ଖୋଜିବା ଆରମ୍ଭ କରିଛି।