ଭବାନୀପାଟଣା,ଏନ୍ଏନ୍ଏସ୍: ବିହାରର ପାଟଣା ଅଞ୍ଚଳ ଆଜି ଏକ ଟ୍ରକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ଉ କରି ଜବତ କରିଛି। ସୂଚନା ଅନୁସାରେ ଆଜି ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗକୁ ଖବର ମିଳିଥିବା। ଉକ୍ତ ଖବରକୁ ଆଧାର କରି ଅବକାରୀ ବିଭାଗ ପକ୍ଷରୁ ଏକ ଟିମ୍ ଭବାନୀପାଟଣା ଆଇଟିଆଇ ନିକଟରେ ଯାଞ୍ଚ କରୁଥିଲେ।
