ସଂଯୁକ୍ତରାଷ୍ଟ୍ର ମୁଖ୍ୟାଳୟରେ ମୋଦୀଙ୍କ ଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତରାଷ୍ଟ୍ର ମୁଖ୍ୟାଳୟରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ହେଉଥିବା ଐତିହାସିକ ସମାରୋହରେ ଯୋଗ କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୋଦୀ ନେତୃତ୍ୱ ନେଉଥିବା ନେଇ ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯୋଗ ଭାରତରୁ ଆସିଛି ଏବଂ ଏହା ଏକ ପୁରୁଣା ପରମ୍ପରା । ଯୋଗ ଆପଣଙ୍କ ଆୟୁ ଓ ଫିଟନେସ୍ ପାଇଁ ପ୍ରତିକୂଳ । ଆପଣଙ୍କୁ ଦେଖି ମୁଁ ଖୁବ୍ ପ୍ରସନ୍ନ ଅନୁଭବ କରୁଛି ଏବଂ ଏଠାକୁ ଆସିଥିବା ସମସ୍ତ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛି ।