ରବି ସିହ୍ନା ହେଲେ RAW ମୁଖ୍ୟ ଦେଶ- ବିଦେଶ By nitidin1 On Jun 19, 2023 Share ନୂଆଦିଲ୍ଲୀ: ଆଇପିଏସ୍ ରବି ସିହ୍ନା RAW ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ସିହ୍ନା ୨ ବର୍ଷ ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ସିହ୍ନା ହେଉଛନ୍ତି ୧୯୮୮ ବ୍ୟାଚ୍ ଛତିଶଗଡ଼ କ୍ୟାଡରର ଆଇପିଏସ୍ ଅଧିକାରୀ । Share