କୁଷ୍ଠ ରୋଗୀଙ୍କୁ ଶୀତବସ୍ତ୍ର ବାଣ୍ଟିଲେ ଥାନାଧିକାରୀ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ପରିସରରେ କୁଷ୍ଠ ରୋଗୀଙ୍କୁ ଶୀତବସ୍ତ୍ର ବଣ୍ଟା ଯାଇଛି । ଏହି ଅବସରରେ ଥାନାଧିକାରୀ ଅବନୀ ସାହୁ, ଏସଆଇ ସଙ୍ଗୀତା ବେଙ୍କ, ଏସଆଇ ଆଲୋକ ପ୍ରସାଦ ଭୋଇ ଓ ସମାଜସେବୀ ଓମ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।