ବରଗଡ,ଏନ୍ଏନ୍ଏସ୍: ବିଶ୍ୱ ପ୍ରସିଦ୍ଧ ଏହି ଧନୁଯାତ୍ରା ପାଇଁ ତାରିଖ ଘୋଷଣା ହୋଇଛି। ଡିସେମ୍ବର ୨୭ ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା। ଡିସେମ୍ବର ୨୭ରୁ ଜାନୁଆରୀ ୬ ତାରିଖ ଯାଏ ଚାଲିବ ଧନୁଯାତ୍ରା। ୧୧ ଦିନ ଧରି ଏହି ଯାତ୍ରା ବରଗଡ ସହରରେ ଚାଲିବ। ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି।