ଏସଟିଏଫ ଟିମ ଦ୍ୱାରା ବାଘ ଛାଲ ଜବତ: ଜଣେ ଗିରଫ

ବାଲିଗୁଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିନସ୍ଥ ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦାବେରୀ ଗାଁ’ ରାସ୍ତା କଡରୁ ବନବିଭାଗର ଏସ୍‌ଟିଏଫ୍‌ ଟିମ୍‌ କୌଣସି ସୂତ୍ରରୁ ଖବରପାଇ ବାଘ ଛାଲ ସହ ଘଟଣାସ୍ଥଳରୁ ଦାରିିଙ୍ଗିବାଡ଼ି ଅଞ୍ଚଳର ପ୍ରଦୀପ ନାୟକଙ୍କୁ ଗିରଫ କରି ତଦନ୍ତ ଅବ୍ୟାହତ ଥିବା ବନବିଭାଗ ତରଫରୁ ଜଣାପଡିଛି।