ଏକ କୋଟି ୭୦ ଲକ୍ଷ୍ଯ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

କ ନୂଆଗାଁ, ଏନଏନ ଏସ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ଜମାପଦର ଜଙ୍ଗଲର ନଦୀ ତଳିଆ ୧୭୦ ଏକର ପରିମିତ ଜମିରେ ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଗଛକୁ  ପୋଡ଼ି ନଷ୍ଟ କରିଦିଆଯାଇଛି । ଏନେଇ ମାମଲା ରୁଜୁ ହୋଇଥିବା ବେଳେ ସମୁଦାୟ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ଯ ଏକ କୋଟି ୭୦ ଲକ୍ଷ୍ୟ ହୋଇ ଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ସ୍ରିନିବାସ ସାମଲ ।