ଖୋର୍ଦ୍ଧା,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସରକାର ୨୦୦ ଶର୍ଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ-୧୯ ହେଲଥ୍ ସେଣ୍ଟର ପାଇଁ ଘୋଷଣା ହୋଇଥିଲା। କରିଥିବା ବେଳେ ଆଜି ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ। ଆଜି ସକାଳ ୯ଟା ୩୦ରେ ୫ଟି ସଚିବ ଏହି କୋଭିଡ ହସ୍ପିଟାଲକୁ ପରିଦର୍ଶନ କରିବା ସହ ପ୍ରତିଟି ୱାର୍ଡ ବୁଲି କିଭଳି କୋରନା ଆକ୍ରାନ୍ତଙ୍କ ଲାଗି ବ୍ୟବସ୍ଥା ହୋଇଛି ଦେଖିଛନ୍ତି।
