ବଲାଙ୍ଗିରରୁ ୪୪ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ୪୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବଲାଙ୍ଗିର ପୌରାଂଚଳରୁ ୨୮ ଜଣ ଓ ଗ୍ରାମାଂଚଳରୁ ୧୬ଜଣ ରହିଛନ୍ତି। ଏଥିସହିତ ଜଣେ ମହିଳା ଏବଂ ୨ଜଣ ପୁରୁଷ କୋଭିଡ୍‌ ଯୋଦ୍ଧା ମଧ୍ୟ ସଂକ୍ରମିତ‌ ହୋଇଥିବା ସୂଚନା ଦିଆଯାଇଛି।