ନବରଙ୍ଗପୁର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଦିନିକିଆ ନୂଆପଡ଼ା ଗସ୍ତକୁ ସଫଳ କରିବା ପାଇଁ ନବରଙ୍ଗପୁରର ତିନି ବିଧାୟକ ନୂଆପଡ଼ାରେ ପହଞ୍ଚିଛନ୍ତି। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କୋମନା ବ୍ଲକ୍ ଦାୟିତ୍ୱରେ ରହିଥିବାବେଳେ, ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଖରିଆର ବ୍ଲକର ନେହେବା, ଗୋରାମୁଣ୍ଡା, ଚିନ୍ଦ୍ରାଗୁଡା ଆଦି ଗ୍ରାମରେ ଲୋକଙ୍କ ସମସ୍ୟା ବୁଝିବା ସହ ପରାମର୍ଶ ଦେଉଛନ୍ତି । ସେହିପରି ଝରୀଗାଁ ବିଧାୟକ ପ୍ରକାଶ ମାଝୀ ମଧ୍ୟ ନୂଆପଡା ରେ ରହି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ସଫଳ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
The unique scrub technology which can clean both sides of utensils in one go and transform from being a soft sponge to a hard scrub being able to clean surfaces without leaving scratches has become a phenomena in American markets. After accidentally discovering through his search engine optimising job that there was a high demand for Christmas sweaters in the market, the two came up with the idea behind Tipsy Elves: that the sweaters were made by elves who were actually tipsy and a little drunk. Entering the tank in Season 3, husband and wife team, Brian and Julie Whiteman presented, GroveBook which was a digital photo subscription service. Generic Revatio The company grew its business to , paid subscribers post Shark Tank.