ରାଜ୍ୟରେ ସୁସ୍ଥହେଲେ ଆଉ ୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୫୨୫୦ରେ ପହଞ୍ଚିଛି। ଆଜି ସମ୍ବଲପୁରରୁ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜରୁ ୮ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୭, ଖୋର୍ଦ୍ଧାରୁ ୭, ପୁରୀରୁ ୬, ସୁନ୍ଦରଗଡ଼ରୁ ୬, ଅନୁଗୁଳ, ଭଦ୍ରକ, କଟକ, ଯାଜପୁର, ଝାରସୁଗୁଡା, ବରଗଡରୁ ୪ ଜଣ ଲେଖାଏଁ , ବଲାଙ୍ଗିରରୁ ୩, ଦେବଗଡରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, ଷ୍ଟଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି।

Doctors know that erectile dysfunction is common, but calculating its exact prevalence is tough. A recent review has attempted to draw a clearer…. revatio 20 mg Many people have erectile dysfunction ED , but it is often possible to reverse this with exercises to strengthen muscles in the area.