ରାଜସ୍ଥାନରେ ବି ୨ ଉପମୁଖ୍ୟମନ୍ତ୍ରୀ

ରାଜସ୍ଥାନ: ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ସେମାନେ ହେଲେ ଦୀୟା ସିଂହ ଓ ପ୍ରେମଚାନ୍ଦ ବୈରୱା । ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ରାଜନାଥ ସିଂହ ଘୋଷଣା କରିଛନ୍ତି । ଏହାସହ ବାସୁଦେବ ଦେବନାନୀ ବାଚସ୍ପତି ଦାୟିତ୍ୱ ନିର୍ବାହ କରିବେ ବୋଲି ସୂଚନା ମିଳିଛି ।