ଧାରୁଆସ୍ତ୍ରରେ ଭିଣୋଇକୁ ଶଳାର ଆକ୍ରମଣ

କଟକ,ଏନ୍ଏନନ୍ଏସ୍: ରାସ୍ତା ଉପରେ ଶଳା ଭିଣୋଇ ଝଗଡ଼ା ଉଗ୍ରରୁପ ଧାରଣ କରିଛି। ଧାରୁଆ ଅସ୍ତ୍ରରେ ଭିଣୋଇଙ୍କୁ ଆକ୍ରମଣ କରି ସୁନା ଚେନ୍ ଲୁଟି ନେଲା ଶଳା। ଏନେଇ ଭିଣୋଇ ବାଦାମବାଡ଼ି ଥାନାରେ ଏତଲା ଦାୟର କରିଛନ୍ତି।