ଲୋକସଭାରେ ମହିଳା ଆରକ୍ଷଣ ବିଲ ପାରିତ ଦେଶ- ବିଦେଶ By nitidin1 On Sep 20, 2023 Share ନୂଆଦିଲ୍ଲୀ: ଲୋକସଭାରେ ମହିଳା ଆରକ୍ଷଣ ବିଲ୍ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାରିତ ହୋଇଯାଇଛି । ଭୋଟିଂ ଜରିଆରେ ବିଲ ପାରିତ ହୋଇଥିବା ଜଣାପଡ଼ିଛି । ଏହା ସପକ୍ଷରେ ୪୫୪ ଭୋଟ ଓ ବିପକ୍ଷରେ ୨ଟି ଭୋଟ ଆସିଛି । Share