Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜମ୍ମୁ କଶ୍ମୀର: କୁଲଗାମରେ ଅମରନାଥ ଯାତ୍ରା ରାସ୍ତା ନିକଟରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜମ୍ମୁ କଶ୍ମୀର: କୁଲଗାମରେ ଅମରନାଥ ଯାତ୍ରା ରାସ୍ତା ନିକଟରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ବୁଧବାର ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀର ଯବାନମାନେ ଅମରନାଥ ଯାତ୍ରା ମାର୍ଗ ନିକଟରେ ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତଏବା’ର ୨ ଜଣ ସଦସ୍ୟଙ୍କୁ ନିପାତ କରିଛନ୍ତି। ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଯେଉଁ ସ୍ଥାନରେ ଏନକାଉଣ୍ଟର ହୋଇଛି, ତାହା ଅମରନାଥ ଯାତ୍ରାପଥ ଠାରୁ ଅଳ୍ପ ଦୂରରେ।

ପୋଲିସ କହିଛି ଯେ. କୁଲଗାମ ଜିଲ୍ଲାରେ ମୀର ବଜାର ଅଞ୍ଚଳର ନଭାପୁରାରେ ଆତଙ୍କବାଦୀମାନେ ଉପଲବ୍ଧ ଥିବା ସୂଚନା ମିଳିଥିଲା। ଏହା ପରେ ସୁରକ୍ଷା ବାହିନୀ ସଂପୃକ୍ତ ଅଞ୍ଚଳକୁ ଘେରି ଯାଇଥିଲେ। ଅଧିକାରୀଙ୍କ କହିବା ଅନୁସାରେ ସର୍ଚ୍ଚ ଅପରେସନ୍‌ ସମୟରେ ଏନକାଉଣ୍ଟର ହୋଇଥିଲେ, ଯେଉଁଥିରେ କି ୨ ଜଣ ଆତଙ୍କବାଦୀ ଟଳିପଡ଼ିଥିଲେ।

କଶ୍ମୀର ଜୋନ୍‌ର ପୋଲିସ ମହାନିରୀକ୍ଷକ ବିଜୟ କୁମାର ଟୁଇଟ କରି କହିଛନ୍ତି ଯେ, ନିହତ ହେଶଇଥିବା ୨ ଜଣ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ସେମାନେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା ସହିତ କାମ କରୁଥିଲେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏନକାଉଣ୍ଟର ବୋଲି ସେ କହିଛନ୍ତି। କାରଣ ଜାତୀୟ ରାଜପଥ ଠାରୁ ଏହି ଘଟଣାସ୍ଥଳ କମ୍ ଦୂରରେ ରହିଛି।