ନିଖୋଜ ଦୁଇ ନାବାଳିକା ଛାତିଶଗଡ଼ରୁ ଉଦ୍ଧାର ଜିଲ୍ଲା By Nitidin Last updated Feb 10, 2021 Share ନୂଆପଡ଼ା,ଏନ୍ଏନ୍ଏସ୍: ଗୋଟିଏ ଦିନ ତଳେ ଜୋଙ୍କ ଥାନା ଅନ୍ତର୍ଗତ ଦୁଇ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ଜୋଙ୍କ ପୁଲିସ ପରିଚୟକୁ ଗୁପ୍ତ ରଖି ତଦନ୍ତ ଆରମ୍ଭ କରିଥିଲା। ଆଜି ଜୋଙ୍କ ପୁଲିସ ନିଖୋଜ ଥିବା ଦୁଇ ନାବାଳିକାଙ୍କୁ ଛତିଶଗଡ଼ରୁ ଉଦ୍ଧାର କରି ସେମାନଙ୍କ ପରିବାରକୁ ଥଇଥାନ କରିଛି। Share