ପବିତ୍ର ଚୈତ୍ର ପର୍ବ ଉପଲକ୍ଷେ ମା’ ତାରାତାରିଣୀଙ୍କ ପୀଠ ଉତ୍ସବ ମୁଖର

ପବିତ୍ର ଚୈତ୍ର ପର୍ବ ଉପଲକ୍ଷେ ମା’ ତାରାତାରିଣୀଙ୍କ ପୀଠ ସଜେଇ ହୋଇ ବେଶ ମନୋରମ ଲାଗୁଛି। ମା’ଙ୍କ ଆଶୀର୍ବାଦ ଲାଭ କରିବାକୁ ଆସୁଥିବା

ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଏହା ଏକ ଦିବ୍ୟ ତଥା ଆଧ୍ୟାତ୍ମିକ ପରିବେଶ ଭେଟିଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡିଶା କାମନା କରିଛନ୍ତି ।