ଭାରତ ସହିତ ଭଲ ସମ୍ପର୍କ ରଖିବାକୁ ଚାହୁଁଛି ତାଲିବାନ, କହିଲା ଭାରତ ଆମର ଶତ୍ରୁ ନୁହଁ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ସହିତ ଭଲ ସମ୍ପର୍କ ରଖିବାକୁ ଚାହୁଁଛି ତାଲିବାନ। ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ତାଲିବାନି ନେତା ମୌଲବି ଜିଆଉଲ ହିକ୍କମଲ କହିଛନ୍ତି କି ଭାରତ ଆମର ଶତ୍ରୁ ନୁହେଁ। ଏବଂ ଆମେ ଭାରତ ସହିତ ଭଲ ଓ ମିତ୍ର ହୋଇ ରହିବାକୁ ଚାହୁଁଛୁ।