ଶନିବାର ଠାରୁ ୪ ଦିନ ପାଇଁ ଫୁଲବାଣୀ ଓ ବାଲିଗୁଡ଼ା ପୌରପରିଷଦ ସଟଡାଉନ

ଫୁଲବାଣୀ,ବାଲିଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶନିବାର ଠାରୁ ୪ ଦିନ ପାଇଁ ଫୁଲବାଣୀ ଓ ବାଲିଗୁଡା ସହରରେ ସଟଡାଉନ୍ ଘୋଷଣା ହୋଇଛି। ଏହି ୪ ଦିନ ସମସ୍ତ ଦୋକାନ ବଜାର ଓ କାର୍ଯ୍ୟାଳୟ ସହିତ ଯାନବାହାନ ଚଳାଚଳ ବନ୍ଦ ରହିବ। ଅନ୍ୟପକ୍ଷରେ ଉଭୟ ସହରର ୨୬ ଟି ୱାର୍ଡରେ ଘରକୁଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ  ଆଶା, ଅଙ୍ଗନବାଡ଼ି ଏବଂ ଶିକ୍ଷକମାନଙ୍କୁ ତାଲିମ ଦିଆଯାଇଛି।