Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୧ଟି ଚାନ୍ଦି ଇଟା ଅଯୋଦ୍ଧା ପଠାଇବ ମଧ୍ୟପ୍ରଦେଶ କଂଗ୍ରେସ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୧ଟି ଚାନ୍ଦି ଇଟା ଅଯୋଦ୍ଧା ପଠାଇବ ମଧ୍ୟପ୍ରଦେଶ କଂଗ୍ରେସ

ନୂଆଦିଲ୍ଲୀ,ଏଏନ୍ଏନ୍ଏସ୍: ଉତ୍ତରପ୍ରଦେଶର ଅଯୋଦ୍ଧାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କରିବେ। ସେଥିପାଇଁ ମଧ୍ୟପ୍ରଦେଶ ଲୋକଙ୍କ ତରଫରୁ ୧୧ଟି ରୂପା ଇଟା ଅଯୋଦ୍ଧା ପଠାଯାଉଥିବା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ସୂଚନା ଦେଇଛନ୍ତି। ଏହି ଇଟା କଂଗ୍ରେସ ସଦସ୍ୟ ଦେଇଥିବା ଦାନରୁ କିଣାଯାଇଛି।

ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣର ଭୂମିପୂଜା ଅବସରରେ କମଲନାଥ ନିଜ ଭୋପାଳସ୍ଥିତ ବାସଭବନରେ ହନୁମାନ ଚାଳିସା ପାଠ ଆୟୋଜନ କରିଥିଲେ। ଏଥିସହିତ ସେ ତାଙ୍କ ଟ୍ୱିଟର ଆକାଉଣ୍ଟ ପ୍ରୋଫାଇଲ ଫଟୋ ମଧ୍ୟ ବଦଳାଇ ଦେଇଛନ୍ତି। ଏହାପୂର୍ବରୁ ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ହେବାକୁ କମଲନାଥ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ, ‘ଦେଶବାସୀ ଅନେକ ଦିନରୁ ଏହି ମୁହୂର୍ତ୍ତର ଅପେକ୍ଷାରେ ଥିଲେ। ପ୍ରତ୍ୟେକ ଭାରତୀୟଙ୍କ ସହମତିରେ ରାମ ମନ୍ଦିର ନିର୍ମାଣ ହେଉଛି। ଆଉ ଏହା କେବଳ ଭାରତରେ ହିଁ ସମ୍ଭବ।’