ପୁରୀ,ଏନ୍ଏନ୍ଏସ୍: ଆସନ୍ତା ୭ ତାରିଖରେ ହେବାକୁ ଥିବା ଦୋଳ ପୂର୍ଣ୍ଣମା ଲାଗି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ନିଷ୍ପତ୍ତିକ୍ରମେ ମାର୍ଚ୍ଚ ୨ ସୁଦ୍ଧା ଦୋଳବେଦୀ ଚାରିପାଖ ଖନନ କାର୍ଯ୍ୟ ସରିବ । ବିମାନ ଦିଅଁ ବିଜେ ଓ ପୂଜା ସମୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ ଏନେଇ ସୂଚନା ପ୍ରଦାନ କରିଛନ୍ତି ।