ଏନସିବି ଡିଜି ହେଲେ ସତ୍ୟ ପ୍ରଧାନ ଦେଶ- ବିଦେଶ By Nitidin On Jul 29, 2021 Share ନୂଆଦିଲ୍ଲୀ: ଓଡ଼ିଆ ଆଇପିଏସ ଅଫିସର ସତ୍ୟନାରାୟଣ ପ୍ରଧାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ରାକେଶ ଆସ୍ଥାନାଙ୍କଠାରୁ ସତ୍ୟ ପ୍ରଧାନ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ସତ୍ୟ ପ୍ରଧାନ ଏବେ ଏନଡିଆରଏଫ ଡିଜି ପଦରେ ଅଛନ୍ତି। Share