ଯାଜପୁର,ଏନ୍ଏନ୍ଏସ୍: କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା। ଯାଜପୁର ଜିଲ୍ଲାର ଦଶ୍ବାଶମେଧ ଘାଟ, ଜଗନ୍ନାଥ ମନ୍ଦିର ପରିସରରେ କଟକଣା ଜାରି ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଗୁରୁବାର ମଧ୍ୟରାତ୍ରିରୁ ଶୁକ୍ରବାର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି।
ସେହିପରି ଧର୍ମଶାଳା ଥାନା ଅନ୍ତର୍ଗତ ଗୋକନେଶ୍ବର ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଛି।