କଡ଼ା ଟକ୍କର ଦେଇ ରୌପ୍ୟ ଆଣିଲେ ରବି ଖେଳ By Nitidin On Aug 5, 2021 Share ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ରେସଲର ରବି କୁମାର ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ଋଷିଆ ଖେଳାଳି ଜଉର ଉଗଭେଙ୍କୁ କଡ଼ା ଟକ୍କର ଦେଇ ରବି ହାରି ଯାଇଛନ୍ତି। ରବିଙ୍କ ଏହି ପରାଜୟ ଯୋଗୁ ଭାରତର ସ୍ୱର୍ଣ୍ଣ ପଦକ ଆଶା ମଉଳିଯାଇଛି। Share