ମହାପ୍ରଭୁଙ୍କ “ହାତୀ ବେଶ” ପାଇଁ ପ୍ରସ୍ତୁତି

ରାଘବ ଦାସ ମଠ ଏବଂ ଗୋପାଳ ତୀର୍ଥ ମଠରେ ଚାଲିଛି ମହାପ୍ରଭୁଙ୍କ ‘ହାତୀ ବେଶ’ ପ୍ରସ୍ତୁତି। ହାତୀ ବେଶ ପାଇଁ ତରାଶି, କର ପଲ୍ଲବ, ନାକ ଚଣା, ଚିତା, ତିଳକ, ଭଅଁର, କୁଣ୍ଡଳ, ହାଣ୍ଡିଆ, କାନ, ଶୁଣ୍ଢ ଇଦ୍ୟାଦି ତିଆରି ହେଉଛି।