ଜାପାନ ଅନ୍ କାନଭାସରେ ଓଡ଼ିଆ ଝିଅ ପ୍ରଥମ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାର ଝିଅ ଇସା ପୁରୋହିତ ଜାପାନ ଅନ୍ କାନଭାସ୍ -୨୦୧୯ ସର୍ବଭାରତୀୟ ସ୍ତରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ଝାରସୁଗୁଡ଼ାକୁ ଗର୍ବିତ କରିଛନ୍ତି ।