ରସାୟନ ବିଜ୍ଞାନରେ ୨ ଜଣଙ୍କୁ ନୋବେଲ

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠ ଯୋଗଦାନ ପାଇଁ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ଡବ୍ଲ୍ୟୁସୀ ମେକମିଲନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।  ଅଣୁ ନିର୍ମାଣ ଲାଗି ଉପକରଣ ପ୍ରସ୍ତୁତ କରିବା ପାଇଁ ଏହି ୨ ବୈଜ୍ଞାନିକଙ୍କୁ ମିଳିତ ଭାବେ ପୁରସ୍କାର ଦିଆଯାଇଥିବା ଜଣାପଡ଼ିଛି।