ଟାଟା ହାତକୁ ଗଲା ନୀଳାଚଳ ଇସ୍ପାତ ଦେଶ- ବିଦେଶ By Nitidin On Jan 31, 2022 Share ନୂଆଦିଲ୍ଲୀ: ଓଡ଼ିଶାର ନୀଳାଚଳ ଇସ୍ପାତ ନିଗମ ଲିମିଟେଡ କାରଖାନାକୁ ଟାଟା କିଣିବ । ଟାଟା ୧୨ ହଜାର ୧୦୦ କୋଟି ଟଙ୍କାର ସର୍ବାଧିକ ବିଡିଂ ଡାକିଥିଲା । ଏହି ବିଡିଂକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଗ୍ରହଣ କରିଥିବା ଜଣାପଡ଼ିଛି । Share