Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
‘ନୂଆ ସମ୍ପର୍କ ସହିତ ନୂଆ ଇତିହାସ ସୃଷ୍ଟି କରିବ’ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

‘ନୂଆ ସମ୍ପର୍କ ସହିତ ନୂଆ ଇତିହାସ ସୃଷ୍ଟି କରିବ’

ହୋଷ୍ଟନ: ହୋଷ୍ଟନସ୍ଥିତ ଏନଆରଜି ଷ୍ଟାଡିୟମରେ ଆୟୋଜିତ ହାଓଡି ମୋଡିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେଇଛନ୍ତି। ଦୁଇ ଜଣଙ୍କ ଗ୍ରାଣ୍ଡ୍ ଏଣ୍ଟ୍ରିରେ ଷ୍ଟାଡିୟମରେ ପ୍ରକମ୍ପିତ ହୋଇଉଠୁଥିଲା।

ମୋଦୀ ତାଙ୍କ ଭାଷଣରେ ଟ୍ରମ୍ପଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ୫୦ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି କହିଥିଲେ ଯେ ହ୍ୱାଇଟ୍ ହାଉସ୍ ରେ ଭାରତର ପ୍ରକୃତ ମିତ୍ର ଟ୍ରମ୍ପ। ଅବ୍ କି ବାର ମୋଦୀ ସରକାର। ଟ୍ରମ୍ପ ଅଦ୍ଭୁତ ଓ ଅଦ୍ଭୁତପୂର୍ବ ବୋଲି ମୋଦୀ କହିଥିଲେ।

ଆମେରିକାର ଅର୍ଥ ବ୍ୟବସ୍ଥାକୁ ଟ୍ରମ୍ପ ମଜଭୁତ କରିଛନ୍ତି। ଆଜି ଦୁଇଟି ବଡ ଗଣତନ୍ତ୍ର ରାଷ୍ଟ୍ରର ବନ୍ଧୁତାର ଦିନ। ଆଜିର ଦିନ ନୂଆ ସମ୍ପର୍କ ସହିତ ନୂଆ ଇତିହାସ ସୃଷ୍ଟି କରିବ ବୋଲି ମୋଦୀ କହିଥିଲେ।

ସେହିପରି ଟ୍ରମ୍ପ ନିଜ ଅଭିଭାଷରେ କହିଥିଲେ ଯେ ମୋଦୀଙ୍କୁ ନିଜ ପାଖରେ ଉପସ୍ଥିତ ଦେଖି ନିଜକୁ ରୋମାଞ୍ଚିତ ମନେ କରୁଛି। ପ୍ରବାସୀ ଭାରତୀୟଙ୍କ ଲାଗି ଆମେରିକା ଗର୍ବିତ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ଗର୍ବିତ ବୋଲି ଟ୍ରମ୍ପ କହିଥିଲେ। ଏହା ମୋର ସୌଭାଗ୍ୟ। ଭାରତ-ଆମେରିକା ସମ୍ପର୍କ ପୂର୍ବଠାରୁ ଆହୁରି ଶକ୍ତ ହୋଇଛି।

୬୦ ବର୍ଷ ମଧ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ପୂର୍ଣ୍ଣ ବହୁମତ ପାଇ କାର୍ଯ୍ୟକାଳ ସାରିବା ପରେ ଦ୍ୱିତୀୟଥର ପ୍ରଥମପାଳିର ବହୁମତ ଠାରୁ ଅଧିକ ଆସନ ପାଇ ସରକାର ଗଠନ କରିବାରେ ଏହା ଭାରତ ଇତିହାସରେ ପ୍ରଥମ। ଏକତା ଆମର ପରିଚୟ। ନୂଆ ଭାରତର ସ୍ୱପ୍ନକୁ ଆମେ ପୂରଣ କରିବୁ ବୋଲି ମୋଦୀ ଉଦବୋଧନ ଦେଇଥିଲେ।

ଇତି ମଧ୍ୟରେ ଭାରତର ବହୁ ଆଞ୍ଚଳିକ ଭାଷାରେ କହିବା ସହ ଓଡିଆରେ ଭାଷାରେ ସମ୍ବୋଧନ କରି କହିଲେ ଯେ ‘ଭାରତର ସବୁ ଭଲ ଅଛି’