ନବରଙ୍ଗପୁର ୩ ଦିନ ସଟଡାଉନ

ନବରଙ୍ଗପୁର,ଏନ୍ଏନ୍ଏସ୍: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ୩ଦିନ ପାଇଁ ନବରଙ୍ଗପୁର ଜିଲ୍ଲା ସଟଡାଉନ କରାଯାଇଛି। ଶନିବାର ସକାଳ ୫ଟାରୁ ୧୦ ତାରିଖ ମଧ୍ୟରାତ୍ର ଯାଏଁ ସଟଡାଉନ ଜାରି ରହିବ। ଏନେଇ ଜିଲ୍ଲାପାଳ ଡା.ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି।