ଜୁନ ୧ରେ ମୌସୁମୀ ଛୁଇଁବ କେରଳ

ନୂଆଦିଲ୍ଲୀ: ଜୁନ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛି।