ବର୍ଷା ଯୋଗୁଁ ଭାରତ ଓ ଦକ୍ଷିଣ ଆଫ୍ରିକାର ପ୍ରଥମ ଟି-୨୦ ବାତିଲ

ଭାରତ ଓ ଦକ୍ଷିଣ ଆଫ୍ରିକାର ପ୍ରଥମ ଟି-୨୦ ବାତିଲ ହୋଇଛି। ତେବେ ହିମାଞ୍ଚଳ ପ୍ରଦେଶର ଧର୍ମଶାଳା ଠାରେ ଆୟୋଜିତ ଏହି ମ୍ୟାଚରେ ଲଗାତାର ବର୍ଷା ଯୋଗୁଁ ଟସ୍ ପଡ଼ିପାରି ନଥିଲା। ଫଳରେ ମ୍ୟାଚ୍ଟି ବାତିଲ କରାଯାଇଥିଲା। ସେହିପରି ଏହି ମ୍ୟାଚର ଦ୍ୱିତୀୟ ସିରିଜର ଆସନ୍ତା ୧୮ ତାରିଖରେ ମୋହାଲି ଏବଂ ତୃତୀୟ ମ୍ୟାଚ୍ ୨୨ ତାରିଖରେ ବେଙ୍ଗାଲୁରୁରେ ଖେଳାଯିବ।