ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବଡ଼ ବିଜୟ

ମଣିପୁର: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ହେନଗାଙ୍ଗ ସିଟରୁ ବିଜୟ ଲାଭ କରିଛନ୍ତି । ବିରେନ ସିଂହ ପ୍ରାୟ ୧୮ ହଜାର ଭୋଟରେ କଂଗ୍ରେସ ପ୍ରାର୍ଥୀ ପୀ ଶରତଚନ୍ଦ୍ର ସିଂହଙ୍କୁ ହରାଇ ଦେଇଛନ୍ତି ।