ମାନବିକତାର ପରିଚୟଦେଲେ ଦୁଇ ଯୁବକ

ନିମାପଡ଼ା,ଏନ୍ଏନ୍ଏସ୍ : ମାନବିକତା ଦେଖାଇଲେ ଦୁଇ ଯୁବକ। ମାନବକତା ଆଗରେ ହାର ମାନିଛି ସୁନା ଅଳଙ୍କାରର ଲୋଭ। ମାନବିତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଦୁଇ ଯୁବକ। ୩ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇ ଫେରାଇଦେଲେ ଦୁଇ ଯୁବକ। ଘଟଣାଟି ଘଟିଛି ପୁରୀ ଜିଲ୍ଲା ନିମାପଡ଼ା ଅଂଚଳରେ। ମହିଳାଙ୍କ ହାତରୁ ଖସିପଡ଼ିଥିଲା ସୁନା ଅଳଙ୍କାର ଥିବା ଭ୍ୟାନିଟ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଏହି ଦୁଇ ଯୁବକ।