ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ୟଭତମାଲ ଅଞ୍ଚଳେର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୨ ଜଣ ଶିଶୁଙ୍କୁ ପୋଲିଓ ଡ୍ରପ ବଦଳେର ହ୍ୟାଣ୍ଡ ସାନିଟାଇଜର୍ ଦିଆଯାଇଥିବା ଅଭେିଯାଗ ହୋଇଛି। ସମସ୍ତ ଶିଶୁ ସାନିଟାଇଜର ପିଇବାପେର ଗୁରୁତର ଅବସ୍ଥୋର ହସ୍ପିଟାଲେର ଭର୍ତ୍ତି ହୋଇଛନ୍ତି। ସେହି ସମସ୍ତ ଶିଶୁଙ୍କ ବୟସ ୧ରୁ ୫ ବର୍ଷ ମଧ୍ୟେର।