ଜମ୍ମୁରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଜମ୍ମୁ-କଶ୍ମୀର: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଗାଡ଼ି ଜମ୍ମୁର ବେନିହାଲ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛି । ରିଜିଜୁଙ୍କ ଗାଡ଼ିକୁ ଟ୍ରକ ଧକ୍କା ଦେଇଥିବାବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ରିଜିଜୁ ଏବେ ସେଠାରୁ ଫେରୁଥିବା ନେଇ ଏଡିଜି ମୁକେଶ ସିଂହ ସୂଚନା ପ୍ରଦାନ କରିଛନ୍ତି ।