ଏଏପିଆଇ ହ୍ୟୁମାନିଟେରିଆନ୍ ଆୱାର୍ଡ

ଆମେରିକାର ଟାମ୍ପା ସହରରେ ଆମେରିକାନ ଆସୋସିଏସନ ଅଫ୍‌ ଫିଜିସିଆନସ ଅଫ୍ ଇଣ୍ଡିଆନ୍ ଓରିଜିନ୍ (ଏଏପିଆଇ) ପକ୍ଷରୁ ନୀତା ଅମ୍ବାନୀଙ୍କୁ ସମ୍ମାନଜନକ ‘ଏଏପିଆଇ ହ୍ୟୁମାନିଟେରିଆନ୍ ଆୱାର୍ଡ’
ପ୍ରଦାନ କରାଯାଉଛି।