ନାବାଳିକାକୁ ଅପହରଣ ଅଭିଯୋଗ ଜିଲ୍ଲା By Nitidin Last updated Mar 23, 2021 Share ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳର ଜଣେ୧୭ ବର୍ଷର ନାବାଳିକାଙ୍କୁ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ଅପହରଣ କରିନେଇଥିବା ସାହାରପଡା ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଫାଣ୍ଡି ଅଧିକାରୀ ଶିବ ପ୍ରଶାଦ ଆଇଚୋ ଏକ ଅପହରଣ ମାମଲା ରୁକୁ କରି ତଦନ୍ତ କରୁଛନ୍ତି। Share