କଳାହାଣ୍ଡିରେ ଜନତା କର୍ଫ୍ୟୁ

କଳାହାଣ୍ଡି,ଏନ୍ଏନ୍ଏସ୍: ମହାମାରୀ କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫୁ ଆହ୍ୱାନକୁ ନେଇ କଳାହାଣ୍ଡିର ସମସ୍ତ ଦୋକାନ ବଜାର, ଗାଡିମୋଟର ବନ୍ଦ ରହିଛି।

ତେବେ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଛି। ଲୋକେ ଏଥିପ୍ରତି ସଚେତନ ଥିବା ସହ ଭାବେ ଘରୁ ବାହାରୁ ନାହାନ୍ତି। ସେହିପରି ସମସ୍ତ ବସ୍ ଚଳାଚଳ ଓ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।