୬ଟା ସୁଦ୍ଧା ଖାରକିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦେଶ- ବିଦେଶ By Nitidin Last updated Mar 2, 2022 Shehyni (Ukraine), Feb 28 (ANI): Indian students stuck in Ukraine before being taken to Budomierz (Poland) from Shehyni, on Monday. (ANI Photo) Share ନୂଆଦିଲ୍ଲୀ: ୟୁକ୍ରେନରେ ଥିବା ଭାରତୀୟଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି । ଖାରକିଭ୍ ଛାଡ଼ି ପେସୋରିନ୍, ବାବାୟେ ଓ ବେଜଲୁଡୋକା ଚାଲିଯିବାକୁ ୟୁକ୍ରେନରେ ଥିବା ଭାରତୀୟ ଦୂତବାସ ପରାମର୍ଶ ଦେଇଛନ୍ତି । ଗତକାଲି କିଭ୍ ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା । Share