ଏୟାର ଏସିଆ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ବିମାନବନ୍ଦରରେ ଏୟାର ଏସିଆ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନରେ ପକ୍ଷୀ ପିଟି ହେବାରୁ ପାଇଲଟ ଜରୁରୀକାଳୀନ ଅବତରଣ କରିଥିବା ନେଇ ସୂଚନା ମିଳିଛି । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।