ମହାରାଷ୍ଟ୍ର: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ Z କ୍ୟାଟେଗରୀର ସୁରକ୍ଷା ପ୍ରଦାନ କରାଯାଇଛି । ଏହି କ୍ୟାଟେଗରୀରେ ତାଙ୍କୁ ସିଆରପିଏଫ ସୁରକ୍ଷା କବଚ ଦିଆଯାଇଛି । ଏକନାଥ ସିନ୍ଦେ ଏକାକୀ ଗୋଆରୁ ମୁମ୍ବାଇ ଆସୁଥିବା ନେଇ ସୂଚନା ମିଳିଛି ।
ଏକନାଥ ସିନ୍ଦେ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି ଯେ, ପ୍ରଥମେ ରାଜ୍ୟପାଳଙ୍କୁ ଭେଟିବି । ପରେ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବି ।