ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ଜାରି କଲା ଇଡି

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କେନ୍ଦ୍ରୀୟ ଏଜେନ୍ସି ଇଡି ସମନ ଜାରି କରିଛି । ଅବୈଧ ଖଣି ମାମଲାରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିରୋଧରେ ଆକ୍ସନ ନିଆଯାଇଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ପାଖାପାଖି ୧୦୦୦ କୋଟି ଟଙ୍କା ଖଣି ଦୁର୍ନୀତିର ଅଭିଯୋଗ ହୋଇଛି। ଉକ୍ତ ମାମଲାରେ ସୋରେନଙ୍କ ନିକଟତର ପଙ୍କଜ ମିଶ୍ରା ପୂର୍ବରୁ ଗିରଫ ହୋଇଛନ୍ତି ।