ଟ୍ରାକ୍ଟର ଓଲଟି ଚାଳକ ମୃତ ଜିଲ୍ଲା By Nitidin Last updated Jul 12, 2020 Share ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ଥାନା ଉଡ଼ାର ପଞ୍ଚାୟତର ସିରାବାହଲ ଗାଁରେ ଜମିରେ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକ ସ୍ୱାଧୀନ ମାଝୀ(୨୩)ଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକେ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ କଲେଜକୁ ନେଇଥିଲେ। ଦେଓଗାଁ ପୁଲିସ ଖବରପାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। Share