ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବଢ଼ୁଥିବା କରୋନା ମାମଲାକୁ ଧ୍ୟାନରେ ରଖି ଡିଆରଡିଓ ଉତ୍ତରାଖଣ୍ଡ ସରକାରଙ୍କ ସହ ମିଶି ଏକ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରିଛି। ହସ୍ପିଟାଲରେ ଅକ୍ସିଜେନ, ଭେଣ୍ଟିଲେଟର ଓ ଜରୁରୀ ମେଡିକାଲ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ହସ୍ପିଟାଲ ସ୍ଥିତି ପରଖିବା ପାଇଁ ଗସ୍ତ କରିଥିବା ଜଣାପଡ଼ିଛି।