ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ସ୍ୱର୍ଗତଃ ନବ ଦାସଙ୍କ ଝିଅ ଦୀପାଳି ଦାସ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ମେ’ ୧୦ରେ ଝାରସୁଗୁଡ଼ା ବିଧାନସଭା ଲାଗି ଭୋଟ ଗ୍ରହଣ ହେବ ।