ଅକ୍ଟୋବର ୭ ପର୍ଯ୍ୟନ୍ତ ଫେରାନ୍ତୁ ୨ ହଜାର ନୋଟ୍‌

ନୂଆଦିଲ୍ଲୀ: ହଜାର ଟଙ୍କିଆ ନୋଟ୍ ଡିପୋଜିଟ୍ ଅବଧି ବଢ଼ିଛି । ଏହି ଅବଧି ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେଉଥିବାବେଳେ ଏବେ ଅକ୍ଟୋବର ୭ ତାରିଖକୁ ବୃଦ୍ଧି ପାଇଛି । ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।