ଆଜି ଲଦାଖର ବାସ୍ତବିକ ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖର ବାସ୍ତବିକ ସ୍ଥିତି ସମୀକ୍ଷା ପାଇଁ ସିଡିଏସ୍ ମୁଖ୍ୟ ବିପିନ ରାୱଙ୍କ ସହ ଆଲୋଚନା କରିବେ। ଏହି ପରିପ୍ରେକ୍ଷୀରେ ଏଲଏସିରେ ବର୍ତ୍ତମାନ କ’ଣ ପରିସ୍ଥିତି ରହିଛି ବୁଝିବା ସହିତ ଦେଶର ସୁରକ୍ଷା ସ୍ଥିତି ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ସମୟରେ ୩ ସେନାର ମୁଖ୍ୟ ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି।